ବୋହୂ କଣ୍ଟକୀ
ଦେଖଣା
ବୋହୂ କଣ୍ଟକୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୋହୂ କଣ୍ଟକୀ
|
ବୋହୁଖୁଣ୍ଟୁଣା(ଣୀ), ବୋହୁଜଂଜାଳୀ ବୋହୁଖୁ(ଖେ)ଣ୍ଟେଈ, ବୋହୁଉଲୁଗୁଣୀ ବୋହୂଉଘେଈ, ବୋହୁଉଘାଣୀ
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଯେଉଁ ଶାଶୁ ବା ନଣନ୍ଦ ବଧ ଉପରେ ସର୍ବଦା ଅପ୍ରସନ୍ନା ଓ ଅତ୍ୟଚାରୀ —(a mother-in-law or husbands' sister) Always sarcastic and oppressive toward the daughter-in-law.