Jump to content

ବୋହୂ ବୋହୂକା

ଉଇକିଅଭିଧାନ‌ରୁ

ବୋହୂ ବୋହୂକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଳିକାମାନଙ୍କ ମଧ୍ୟରେ ଘରକରଣାର ଅଭିନୟ କରିବାର ଖେଳ —A play amongst child-girls who play at house-keep-ing.

[ଦ୍ରଷ୍ଟବ୍ୟ —ଏଥିରେ ଜଣେ ବାଳିକା ଶାଶୁ, ଜଣେ ବୋହୂ ଜଣେ ଶ୍ୱଶୁର ଓ ଜଣେ ନଣନ୍ଦ ହୁଏ ===

ବଙ୍ଗଦେଶରେ ଶିଶୁମାନଙ୍କର ଆଉ ଏକପ୍ରକାର କ୍ରୀଡ଼ା ଅଛି ତାକୁ 'ବଉବସନ୍ତ' ଖେଳ କହନ୍ତି ଏଥିରେ ଜଣେ ବାଳିକା ବୋହୁ ହୁଏ ତାକୁ ରକ୍ଷା କରିବାକୁ ଦଳେ ପିଲା ବାହରନ୍ତି ଆଉ ଦଳେ ପିଲା ସେ ବୋହୁକୁ ଅପହରଣ କରିବାକୁ ଚେଷ୍ଟା କରନ୍ତି ଏ ଖେଳ ଆମ ଦେଶରେ ନାହିଁ ଫଳତଃ ବଙ୍ଗଦେଶରେ 'ବୋହୁଚୋରୀ' ଯେଉଁ ପ୍ରକୃତି ଅଭିନୟ ଏବେ ଦେଖାଯାଉଅଛି, ତାହା ଓଡ଼ିଶାରେ ଦେଖା ନାହିଁ]