ବୌକର୍ତ୍ତନ
ଦେଖଣା
ବୌକର୍ତ୍ତନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବିକର୍ତ୍ତନ+ ଅ)
[ସମ୍ପାଦନା]- ୧. ସୂର୍ଯ୍ୟବଂଶୀୟ — ୧. Belonging to the Solar dynasty.
- ୨. ସୌର —୨. Solar.
ସଂସ୍କୃତ - ବିଶେଷ୍ୟ - (ବିକର୍ତ୍ତନ+ ଅପତ୍ୟାର୍ଥେ ଅ)
[ସମ୍ପାଦନା]- ୧. ସୂର୍ଯ୍ୟପୁତ୍ର ଶନି ଗ୍ରହ —୧. The planet Saturn.
- ୨. ଅଙ୍ଗରାଜ କର୍ଣ୍ଣ —୨. King karṇṇa.
[ଦେର—ଅଙ୍ଗରାଜ କର୍ଣ୍ଣ ପୂର୍ବେ କବଚ ଓ କୁଣ୍ଡଳ ଦ୍ୱୟ ଛେଦନ କରି ପୁରନ୍ଦରଙ୍କୁ ପ୍ରଦାନ କରିବାରୁ 'ବୈକର୍ତ୍ତନ' ନାମରେ ବିଖ୍ୟାତ ହୋଇଥିଲେ ମହାଭାରତ; ଅବିବାହିତା କୁନ୍ତୀଙ୍କଠାରୁ ସୂର୍ଯ୍ୟ ଦେବଙ୍କ ଔରସରେ ଏ ଜାତ ହୋଇଥିଲେ]