Jump to content

ବୌକୁଣ୍ଠ ତୋରାଣୀ

ଉଇକିଅଭିଧାନ‌ରୁ

ବୌକୁଣ୍ଠ ତୋରାଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

ଚନ୍ଦନଯାତ୍ରା ସମୟରେ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା଼ ଜଳଶାୟୀ ହେଲେ ତାଙ୍କୁ ଯେଉଁ ଦହି ପଖାଳ ଓ ନାଡ଼ିଆଦି ଭୋଗ ଦିଆଯାଏ —The offerings consisting of ricewater mixed with curd and some cakes.