ବୌଦ୍ଧବତାର
କଳିଯୁଗରେ ବିଷ୍ଣୁଙ୍କ ନବମ ଅବତାର — The ୯th incarnation of Bishṇu.
[ଦ୍ରଷ୍ଟବ୍ୟ —ବୁଦ୍ଧ ଦେବଙ୍କ ଓ ପୁରୀରେ ବିରାଜିତ ଜଗନ୍ନାଥ ଦେବଙ୍କୁ ଲୋକ ବୌଦ୍ଧବତାର ବୋଲି ମାନନ୍ତି]