Jump to content

ବ୍ରଜ

ଉଇକିଅଭିଧାନ‌ରୁ

ବ୍ରଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବ୍ରଜ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ଗମନ —୧. Going;walking.
୨. (+ଅଧିକରଣ. ଅ)—ପଥ —୨. Road; away.
୩. ଗୋଷ୍ଠ —୩. A herd of cows; cow-pen; a pasture for cows.
୪. (+କର୍ମ. ଅ)—ସମୂହ —୪. Multitude; assem-blage.
୫. ପୌରାଣିକ ଶୂରସେନ ଦେଶ ଏକ ଅଂଶ; ଆଧୁନିକ ମଥୁରାର ଅନ୍ତର୍ଗତ ପ୍ରାଚୀନ ଗୋକୁଳ ଗ୍ରାମ — ୫. An ancient village near Mathurā.
୬. ବୃନ୍ଦାବନ —୬. Bṛundābana.

[ଦ୍ରଷ୍ଟବ୍ୟ —ଏହି ଦେଶ ବୃନ୍ଦାବନ, ଗୋକୁଳ, ମଥୁରା, ଆଗ୍ରା ଆଦି ସହିତ ପରି— ଧିରେ ୧୭୮: ମାଇଲ ଅଟେ ହିନ୍ଦୀ - ଶ.]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବ୍ରଜ ଶବ୍ଦରେ ଆରମ୍ଭ ହୋଇଥିବା ନାମଧାରୀ ବ୍ୟକ୍ତିଙ୍କୁ ଡାକିବା ନାମ —୧. Name by which persons having names beginning with Braja are called.
୨. ଗୋପାଳ; ଗଉଡ଼ —୨. Cowherd.

(ଉ—ବ୍ରଜ ନିକର ଜାହ୍ନବୀ ଲକ୍ଷଣେ, ବିଶୁଦ୍ଧ ପୟ ଉଦୟ କରଣେ ବଞ୍ଜ. ବୈଦେହୀଶବିଳାସ)