Jump to content

ବ୍ରଜନାଥ ବଡ଼ଯେନା

ଉଇକିଅଭିଧାନ‌ରୁ

ବ୍ରଜନାଥ ବଡ଼ଯେନା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଅଷ୍ଟାଦଶ ଶତାବ୍ଦୀର ପରାର୍ଦ୍ଧରେ ଜନ୍ମିଥିବା ଢେଙ୍କାନାଳ ବାସୀ ଜନୈକ କବି —Name of an Oriya poet of the latter half part of the ୧୮th century; the author of the Samara Taraṅga.

[ଦ୍ରଷ୍ଟବ୍ୟ —ମରହଟ୍ଟାମାନେ ଓଡ଼ିଶା ଅଧିକାର କରିବା ସମୟରେ ମରହଟ୍ଟାମାନଙ୍କର ଓ ଢ଼େଙ୍କାନାଳ ରାଜା ତ୍ରିଲୋଚନ ମହୀନ୍ଦ, ବାହାଦୂରଙ୍କର ଢ଼େଙ୍କାନାଳ ଗଡ଼ ନିକଟରେ ଯେଉଁ ଯୁଦ୍ଧ ହୋଇଥିଲା, ସେ ଯୁଦ୍ଧ ବିଷୟ ବର୍ଣ୍ଣନା କରି ବ୍ରଜନାଥ ସମରତରଙ୍ଗ ନାମରେ ଖଣ୍ଡିଏ ଓଡ଼ିଆ ପଦ୍ୟ ରଚନା କରିଥିଲେ ଏ ମଧ୍ୟ ହିନ୍ଦୀଭାଷାରେ ପୁରୀ ଜଗନ୍ନାଥଙ୍କ ଗୁଣ୍ଡିଚା (ରଥ)ଯାତ୍ରା ସମ୍ୱନ୍ଧେ ଗୋଚିଏ କବିତା ଲଖିଥିଲେ

ତାରିଣୀଚରଣଙ୍କ ଉତ୍କଳ ସାହିତ୍ୟରେ ଇତିହାସରେ ଏହାଙ୍କ ନାମ ବ୍ରଜନାଥ ଦାସ ବୋଲି ଲେଖା ଯାଇଅଛି]