Jump to content

ବ୍ରଜେ

ଉଇକିଅଭିଧାନ‌ରୁ

ବ୍ରଜେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

କ୍ଷଣମାତ୍ର; ଅଳ୍ପସମୟ —A moment only.

(ଉ—ବ୍ରଜେ ୟେ ବ୍ରଜେ ମାତ୍ର ରହେ କୃଷ୍ଣ ଚରଣେ ଭକ୍ତି ହୁଏ—ପ୍ରାଚୀ. ପୂର୍ଣ୍ଣତମଚନ୍ଦ୍ରୋଦୟ)