ବ୍ରଜ କିଶୋର
ଦେଖଣା
ବ୍ରଜ କିଶୋର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଶ୍ରୀକୃଷ୍ଣଙ୍କର ନାମ — A name of of Ṡrīkṛshṇa.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କୁ ଦିଆଯିବା ନାମ —A name given to males.
(ବ୍ରଜକୁମାର, ବ୍ରଜଗୋପାଳ, ବ୍ରଜନାଗର, ବ୍ରଜନାଥ, ବ୍ରଜବନ୍ଧୁ, ବ୍ରଜବଲ୍ଲଭ, ବ୍ରଜବିନୋଦ, ବ୍ରଜବିନୋଦନ, ବ୍ରଜବିଳାସୀ, ବ୍ରଜବିହାରୀ, ବ୍ରଜମୋହନ, ବ୍ରଜରମଣ, ବ୍ରଜରାଜ, ବ୍ରଜସୁନ୍ଦର, ବ୍ରଜନ୍ଦ, ବ୍ରଜେନ୍ଦ୍ର, ବ୍ରଜେଶ୍ୱର, ବ୍ରଜବଲ୍ଲଭ—ଅନ୍ୟରୂପ)