Jump to content

ବ୍ରଜ ବୋଲି

ଉଇକିଅଭିଧାନ‌ରୁ

ବ୍ରଜ ବୋଲି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଙ୍ଗଦେଶରେ ପ୍ରାଚୀନ କବମାନଙ୍କର ବ୍ୟବହୃତ ମୈଥିଳ ଓ ବଙ୍ଗୀୟ ଭାଷା ମିସ୍ରଣରେ ଉତ୍ପନ୍ନ ଏକ— ପ୍ରକାର ପ୍ରାଚ୍ୟ ଭାଷା —A language mixed up of Bengalee and Biharee languages of used by classical writers of Bengal.

[ଦ୍ରଷ୍ଟବ୍ୟ —ବଙ୍ଗୀୟ ପ୍ରାଚୀନ କବି ବିଦ୍ୟପତି, ଚଣ୍ଡୀଦାସ, ଜ୍ଞାନଦାସ ଆଦି ଓ ଆଧୁନିକ ବଙ୍କିମଚନ୍ଦ୍ର ଓ ରବୀନ୍ଦ୍ରନାଥ ଆଦି ଓ ଭାଷାରେ ବହୁ ପଦ୍ୟ ରଚନା କରିଅଛନ୍ତି କିନ୍ତୁ ଏହା ପ୍ରକୃତରେ ବ୍ରଜଭୂମିର ଭାଷା ନୁହେ ଏହା ମିଥିଳାର କ୍ଷତ୍ରିୟବଂଶର ବାଷା ଅଟେ. ଜ୍ଞାନେନ୍ଦ୍ର ]