Jump to content

ବ୍ରଜ ମଣ୍ଡଳ

ଉଇକିଅଭିଧାନ‌ରୁ

ବ୍ରଜ ମଣ୍ଡଳ

ଉଚ୍ଚାରଣ

[ସମ୍ପାଦନା]

(ବ୍ରଜଭୂମି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମଥୁରାମଣ୍ଡଳ —The country of Braja.

[ଦ୍ରଷ୍ଟବ୍ୟ —ମଥୁରା ଓ ବୃନ୍ଦାବନର ଚତୁଃପାର୍ଶ୍ୱସ୍ଥ ଅଞ୍ଚଳ ଶ୍ରାକୃଷ୍ଣଚନ୍ଦ୍ରଙ୍କର ବାଲ୍ୟଲୀଳାକ୍ଷେତ୍ର ଥିଲା ଓ ଏତିଯୋଗୁଁ ଏହା ହିନ୍ଦୁମାନଙ୍କର ପବିତ୍ର ତୀର୍ଥ ପୁରାଣ ଅନୁସାରେ ମଥୁରାର ୪ ଦିଗରେ ୧୪: କୋଶ ଅଞ୍ଚଳ ବ୍ରଜମଣ୍ଡଳ ଏଟେ ଓ ଏହାକୁ ପରିକ୍ରମା କରିବା ମହାପୂଣ୍ୟ—ହିନ୍ଦୀ - ଶ.]