ବ୍ରଜ ମଲ୍ଲୀ
ଦେଖଣା
ବ୍ରଜ ମଲ୍ଲୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ ଭାଣ୍ଡୀର)
[ସମ୍ପାଦନା]ଏକ ପ୍ରକାର ପୁଷ୍ପଗୁଳ୍ମ — A kind of flowering shrub.
[ଦ୍ରଷ୍ଟବ୍ୟ — ଏହା ଉଚ୍ଚରେ ୫/୬: ହାତ ବଢ଼େ ଏ ଗଛର ଡାଳ ଅଗରେ ଗୋଟିଏ ଥୋପା ବାହାରେ ଓ ଏ ଥୋପାରେ ଶତାଧିକ ମଲ୍ଲୀଫୁଲ ପରି ସୁବାସିତ ଫୁଲ ଫୁଟେ ଏ ଫୁଲର ବର୍ଣ୍ଣ ଓ ଆକାର ମଲ୍ଲୀଫୁଲ ପରି, ଡ଼େମ୍ଫ ମଲ୍ଲୀଫୁଲ ଅପେକ୍ଷା ସାନ, ମୋଟ ଓ ନାଲି ଫୁଲର ପାଖୁଡ଼ା ମଲ୍ଲୀ ପାଖୁଡ଼ା ଅପେକ୍ଷା ମୋଟା ଏ ଗଛର ଚେରରୁ ପ୍ରଧାନ ଗଛଠାରୁ ୧ ହାତ ପରିଧି ମଧ୍ୟରେ ଭୂମିରୁ ନୂଆଗଛ ସବୁ ଗଜା ଦେଇ ବାହାରେ ଏହାର ପତ୍ର ଓ ଗଛ ଗେଙ୍ଗୁଟି ଗଛ ଓ ପତ୍ର ପରି ଫୁଲ ଗେଙ୍ଗୁଟି ଫୁଲ ପରି ପେନ୍ତା ପେନ୍ଥା, କିନ୍ତୁ କେଶର ହୀନ ଏହାର କେହି କେହି ଭାଣ୍ଡୀର ବୋଲି କହନ୍ତି ]