Jump to content

ବ୍ରଣିତ

ଉଇକିଅଭିଧାନ‌ରୁ

ବ୍ରଣିତ

ଉଚ୍ଚାରଣ

[ସମ୍ପାଦନା]

(ବ୍ରଣୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବ୍ରଣ+ସଂଜାତ ଅର୍ଥରେ ଇତ)

[ସମ୍ପାଦନା]
୧. ବ୍ରଣ ଯୁକ୍ତ —୧. Having a boil.
୨. କ୍ଷତ —୨. Suffering from a wound; wounded.


୩. କ୍ଷତଚିହ୍ନ ବିଶିଷ୍ଟ —୩. Having a cicatric or scar; scarred.