Jump to content

ବ୍ରତଘ୍ନ

ଉଇକିଅଭିଧାନ‌ରୁ

ବ୍ରତଘ୍ନ

ଉଚ୍ଚାରଣ

[ସମ୍ପାଦନା]
(ବ୍ରତଘ୍ନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବ୍ରତ+ହନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯାହା ବ୍ରତାତରଣରେ ବାଧା ଘଟାଏ —୧. Causing obstruction to or interruption in the performance of a religious vow.
୨. (ପୁଂ. ଯେଉଁ ବ୍ୟକ୍ତି ବ୍ରତାଚରଣରେ ବାଧା ଦିଏ) —୨. One who puts obstacles on the smooth performance of religious vows.