Jump to content

ବ୍ରତଧାରୀ

ଉଇକିଅଭିଧାନ‌ରୁ

ବ୍ରତଧାରୀ

ଉଚ୍ଚାରଣ

[ସମ୍ପାଦନା]
(ବ୍ରତ ଧାରିଣୀ—ସ୍ତ୍ରୀ) 

(ବ୍ରତ ଧର—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେଉଁ ବ୍ୟକ୍ତି କୌଣସି ବ୍ରତ ଅବଲମ୍ୱନ କରିଥାଏ; ବ୍ରତୀ —A person who has undertaking or resolved to observe a particular religious vow.