Jump to content

ବ୍ରତଭକତି

ଉଇକିଅଭିଧାନ‌ରୁ

ବ୍ରତଭକତି

ଉଚ୍ଚାରଣ

[ସମ୍ପାଦନା]

(ବ୍ରତ ଭଗ[କ]ତିଆ—ଅନ୍ୟରୂପ)

ଦେଶଜ - ବିଣ—(ସଂସ୍କୃତ - ବ୍ରତ ଭକ୍ତ)

[ସମ୍ପାଦନା]
୧. ବ୍ରତ ପରାୟଣ — ୧. Devoted to the strict observance of religious vows.

[ଉ—ବ୍ରତ ଭଗତି ଯେତେ ନଚ, ବସନ୍ତି ବଇକୁଣ୍ଠ ପୁର—ପ୍ରାଚୀ ନିର୍ଗୁଣ ମାହାତ୍ମ୍ୟ ]

୨. (ବ୍ୟଙ୍ଗ୍ୟ) ବ୍ରତର ବାହ୍ୟ ନିୟମମାନଙ୍କର ପାଳନକାରୀ —୨. (ironical) Following or practising the outer forms of a religious vow, though not conforming to the spirit thereof.