ବ୍ରତଭଗତ
ଦେଖଣା
ବ୍ରତଭଗତ
ଉଚ୍ଚାରଣ
[ସମ୍ପାଦନା](ବ୍ରତ ଭଗ[କ]ତିଆ—ଅନ୍ୟରୂପ)
ଦେଶଜ - ବିଣ—(ସଂସ୍କୃତ - ବ୍ରତ ଭକ୍ତ)
[ସମ୍ପାଦନା]- ୧. ବ୍ରତ ପରାୟଣ — ୧. Devoted to the strict observance of religious vows.
[ଉ—ବ୍ରତ ଭଗତି ଯେତେ ନଚ, ବସନ୍ତି ବଇକୁଣ୍ଠ ପୁର—ପ୍ରାଚୀ ନିର୍ଗୁଣ ମାହାତ୍ମ୍ୟ ]
- ୨. (ବ୍ୟଙ୍ଗ୍ୟ) ବ୍ରତର ବାହ୍ୟ ନିୟମମାନଙ୍କର ପାଳନକାରୀ —୨. (ironical) Following or practising the outer forms of a religious vow, though not conforming to the spirit thereof.