ବ୍ରତୀ
ଦେଖଣା
ବ୍ରତୀ
ଉଚ୍ଚାରଣ
[ସମ୍ପାଦନା](ବ୍ରତିନୀ—ସ୍ତ୍ରୀ)
ବ୍ରତିକ, ବ୍ରତ୍ୟ ଅନ୍ୟରୂପ
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବ୍ରତ+ଅଛି ଅର୍ଥରେ ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ବ୍ରତ ପାଳନକାରୀ; ବ୍ରତଧାରୀ —୧. Engaged in the observance of a vow.
- ୨. ତପ— ଶ୍ଚରଣ ରତ —୨. Engaged in the performance of religious penance.
- ୩. ଯେ କୌଣସି କାର୍ଯ୍ୟ କରିବାକୁ ସଙ୍କଳ୍ପ କରିଥାଏ; ଦୃଢ଼ପରିକର —୩. Resolved to do a work.
- ୪. ନିୟମସ୍ଥ —୪. Regulated; keeping one's self under rules.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. b> ବ୍ରହ୍ମଚାରୀ — ୧. A Brahmachārī.
- ୨. ତପସ୍ୱୀ; ମୁନି — ୨. A sage.