ବ୍ରତୁଆ
ଦେଖଣା
ବ୍ରତୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବ୍ରତୁଆ
|
(ବର୍ତୁଆ—ଗ୍ରାମ୍ୟରୂପ)
[ ଅବ୍ରତୁଆ—ବିପରୀତ]
ଦେଶଜ - ବିଶେଷଣ - (ସଂସ୍କୃତ - ବ୍ରତ)
[ସମ୍ପାଦନା]- ୧. ବର୍ତ୍ତୁଆ; ଯାହାର ଉପନୟନ ସଂସ୍କାର ହୋଇଅଛି —୧. (a boy of the twice born caste) Having the sacred thread ceremony performed on him.
- ୨. ବ୍ରତୀ (ଦେଖ) - —୨. Bratī (See)