ବ୍ରତ ଉଜେଇଁବା
ଦେଖଣା
ବ୍ରତ ଉଜେଇଁବା
ଉଚ୍ଚାରଣ
[ସମ୍ପାଦନା](ବ୍ରତ ସାଙ୍ଗ କରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବ୍ରତ ଉଜେଇଁବା
|
ଦେଶଜ - କ୍ରି. (ସଂସ୍କୃତ - ବ୍ରତ+ଉଦ୍ୟାପନ)
[ସମ୍ପାଦନା]ବିଧିମତେ ବ୍ରତାନୁଷ୍ଠାକୁ ସମାପନ କରିବା —To bring the performance of a vow to a formal finish.