Jump to content

ବ୍ରତ କଥା

ଉଇକିଅଭିଧାନ‌ରୁ

ବ୍ରତ କଥା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସୋମନାଥ ବ୍ରତ, କୁକ୍କଟୀ ବ୍ରତ ଆଦି ସମ୍ୱନ୍ଦୀୟ ବିବରଣ, ବିଧି ଓ ଉପାଖ୍ୟାନ —A narrative how a certain vow originated and how it is to be performed.

[ଦ୍ରଷ୍ଟବ୍ୟ — ଓଡ଼ିଆ ଭାଷାରେ କେତେକ ବ୍ରତକଥା ଗଦ୍ୟରେ ଲିଖିତ ହୋଇଥିବା ଦେଖାଯାଏ ବ୍ରତକଥା ଓ ମାଦାଳାପାଞ୍ଜି ଓ କେତେକ ରାଜବଂଶାବଳୀ ଗ୍ରନ୍ଥ ଓ ସନନ୍ଦମାନଙ୍କ ଛଡ଼ା ଅନ୍ୟ ପ୍ରାଚୀନ ଓଡ଼ିଆ ଲେଖାମାନ ପଦ୍ୟ ଅଟେ]