Jump to content

ବ୍ରତ କରିବା

ଉଇକିଅଭିଧାନ‌ରୁ

ବ୍ରତ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି କଠୋର ବ୍ରତ ପାଳନ କରିବା ନିମନ୍ତେ ସଂକଳ୍ପ କରିବା —୧. To take a solemn vow.
୨. କୌଣସି ବ୍ରତ ପାଳନ କରିବା ବା ପୁଣ୍ୟ କାର୍ଯ୍ୟ କରିବା ସଂକଳ୍ପକୁ କାର୍ଯ୍ୟରେ ପରିଣତ କରିବା —୨. To observe or carry out a vow; to perform a religious vow.
୩. କୌଣସି ଦ୍ୱିଜାତି ବାଳକର ଉପନୟନ ସଂସ୍କାରରେ ଅନୁଷ୍ଠିତ ବୈଦିକ କର୍ମରେ ବେଦୀ ଉପରେ ରହି କର୍ତ୍ତାରୂପେ କାର୍ଯ୍ୟ କରିବା —୩. To preside at
the sacred thred ceremony of a boy.
୪. ବାଛୁରିକୁ ଧରିବା —୪. To castrate a calf.