Jump to content

ବ୍ରତ ଧାରଣ

ଉଇକିଅଭିଧାନ‌ରୁ

ବ୍ରତ ଧାରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

କୌଣସି ବ୍ରତକୁ ଅବଲମ୍ୱନ କରିବା —An undertaking to observe a vow.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବ୍ରତୀ ବ୍ୟକ୍ତିର ପରିଧେୟ ସୂତ୍ର (ଅନନ୍ତ ବ୍ରତ, ରାକ୍ଷୀ ବ୍ରତ)କୁ ଦେହରେ ପିନ୍ଦିବା —The wearing of a sacred thread indicating the observance of a religious vow.