Jump to content

ବ୍ରତ ନାଶନ

ଉଇକିଅଭିଧାନ‌ରୁ

ବ୍ରତ ନାଶନ

ଉଚ୍ଚାରଣ

[ସମ୍ପାଦନା]

(ବ୍ରତ ଭ଼ଞ୍ଜନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପରର ଅନୁଷ୍ଠିତ ବ୍ରତ ସାଧନରେ ବାଧା ଦେବା — Putting of obstacles to the smooth performance of a vow by a person.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବ୍ରତଘ୍ନ (ଦେଖ) - —Brataghna (See)