ବ୍ରତ ପ୍ରତିଷ୍ଠା
ବ୍ରତ ସମାଧୀ, ବ୍ରତ ସମାଧାନ, ବ୍ରତ ସମ୍ଫାଦନ ବ୍ରତ ସାଧନ, ବ୍ରତ ସମାପନ—ଅନ୍ୟରୂପ
ବ୍ରତାନୁଷ୍ଠାନ କର୍ମକୁ ନିୟମାନୁସାରେ ଶେଷ କରିବା —The due completion or performance of a religious vow.