Jump to content

ବ୍ରତ ବିଘ୍ନ

ଉଇକିଅଭିଧାନ‌ରୁ

ବ୍ରତ ବିଘ୍ନ

ଉଚ୍ଚାରଣ

[ସମ୍ପାଦନା]

ବ୍ରତ ବାଧା, ବ୍ରତ ବ୍ୟାଘାତ—ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପୁଣ୍ୟଜନକ କାର୍ଯ୍ୟ ସମ୍ଫାଦନ ବା ବ୍ରତ ପାଳନ ସମ୍ୱନ୍ଧେ ଅନ୍ତରାୟ —୧. Obstacles to the performance of a solemn vow.
୨. ବ୍ରତ ପାଳନ ମଧ୍ୟରେ, ଅର୍ଥାତ୍ ବ୍ରତ ସମ୍ପୂର୍ଣ୍ଣନ ହେଉଣୁ, ଉପସ୍ଥିତ ହେବା କୌଣସି ବାଧା —୨. An obstruction to or interruption in the completion of a vow.