ବ୍ରତ ସଂକଳ୍ପ
ଦେଖଣା
ବ୍ରତ ସଂକଳ୍ପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(୪ର୍ଥୀ ତତ୍)
[ସମ୍ପାଦନା]କୌଣସି ବ୍ରତ ପାଳନ କରିବା ପାଇଁ ମନରେ ସଂକଳ୍ପ —Resolve to observe a vow.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ବ୍ରତ ପାଳନ କରିବା ପୂର୍ବରୁ ନିର୍ଦ୍ଦିଷ୍ଟ ବାକ୍ୟ ଉଚ୍ଚାରଣ ପୂର୍ବକ କରାଯିବା ସଂକଳ୍ପ —A set of phrases formally uttered by a person who is going to observe a vow; formal undertaking to observe a religious vow.