ବ୍ରଶ୍ଚନ
ଦେଖଣା
ବ୍ରଶ୍ଚନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବ୍ରଶ୍ଚ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. b> କର୍ତ୍ତନ; ଛେଦନ — ୧. Cuttying; boring.
- ୨. (+କରଣ ଅନ) ସ୍ୱର୍ଣ୍ଣ ଆଦି ଧାତୁ କାଟିବାର ଅସ୍ତ୍ର; ଛେଣୀ —୨. Metal-cutting instrument; a chisel used in cutting Metal.
- ୩. (+ସଂଜ୍ଞାର୍ଥ ଅନ) ବୃକ୍ଷଚ୍ଛେଦନ ଜାତି ନିର୍ଯ୍ୟାସ — ୩. Juice coming out of a tree when cut; gum.
- ୪. କାଠ ଚିରିଲେ ତହିଁରୁ ଝଡ଼ିବା ଗୁଣ୍ଡ; କରତ ଗୁଣ୍ଡ (ହିନ୍ଦୀ - ଶ) —୪. Sawdust.
- ୫. କୁରାଡ଼ି (ହିନ୍ଦୀ - ଶ) — ୫. Axe.
ବିଶେଷଣ -
[ସମ୍ପାଦନା](+କର୍ତ୍ତୃ. ଅନ) ଛେଦକ — Cutting.