ବ୍ରହର୍ଷି
ଦେଖଣା
ବ୍ରହର୍ଷି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହ୍ମନ୍+ଋଷି)
[ସମ୍ପାଦନା]- ୧. ବିଶିଷ୍ଠାଦି ମୁନିଗଣ —୧. A class of saints.
- ୨. ବ୍ରାହ୍ମଣ ଋଷି —୨. A Brāaṇa who has become a sage
- ୩. ବିଶିଷ୍ଟ, କଶ୍ୟପ, ଅଙ୍ଗିରା, ଅତ୍ରି ଓ ଭୃଗୁ ଏହି ପଞ୍ଚ ପ୍ରଜାପତିଙ୍କ ବଂଶଧର ମୁନିଗଣ —୩. Sages descended from Baṡisṭha and other ୪ sage.
[ଦ୍ରଷ୍ଟବ୍ୟ —ବ୍ରହ୍ମର୍ଷି ବଶିଷ୍ଠାଦି ଓ ସେମାନଙ୍କ ବଂଶଧରମାନେ ଦେବର୍ଷି—ଧର୍ମଙ୍କ ପୁତ୍ର ନର, ନାରାୟଣ, କ୍ରତୁଙ୍କ ପୁତ୍ର ବାଳଖିଲ୍ୟ ପୁଲହଙ୍କ ପୁତ୍ର କର୍ଦ୍ଦମ, ପୁଲସ୍ତ୍ୟ ପୁତ୍ର କୁବେର ପ୍ରତ୍ୟୁଷ ପୁତ୍ର ଅଚଳ କାଶ୍ୟପ ପୁତ୍ର ନାରଦ ଓ ପର୍ବତ ରାଜର୍ଷି—ଇକ୍ଷ୍ୱାକୁ, ନଳ ଜନକ, ବିଶ୍ୱମିତ୍ର ଦେହ ତ୍ୟାଗପରେ ବ୍ରହ୍ମର୍କ୍ଷିମାନେ ବ୍ରହ୍ମଲୋକରେ, ଦେବର୍ଷିମାନେ ଦେବଲୋକରେ ଓ ରାଜର୍ଷିମାନେ ଉନ୍ଦ୍ରଲୋକରେ ବାସ କରନ୍ତି]