ବ୍ରହାଞ୍ଜଳି
ଦେଖଣା
ବ୍ରହାଞ୍ଜଳି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସାମବେଦ ପାଠ ସମୟରେ ସ୍ୱର ବିଭାଗ ନିମିତ୍ତ ଅଞ୍ଜଳି କରଣ —୧. Jointing the palms of the hands for keeping time while reciting
the Sāma Bada.
- ୨. ବେଦାଧ୍ୟୟନର ଆରମ୍ଭରେ ଓ ଶେଷରେ ପ୍ରଣବୋଚ୍ଚାରଣ ପୂର୍ବକ ଗୁରୁଙ୍କ ଉଦ୍ଦେଶ୍ୟରେ କୃତାଞ୍ଜଳି ହେବା —୨. Folding the palms in honour of the preceptor while beginning to read abd finishing the reading of the Bedas.