Jump to content

ବ୍ରହ୍ମକୁର୍ଚ୍ଚ

ଉଇକିଅଭିଧାନ‌ରୁ

ବ୍ରହ୍ମକୁର୍ଚ୍ଚ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବ୍ରତ ବିଶେଷ; ଏକ ଦିବାରାତ୍ର ଉପବାସ ରହି ତତ୍ପରେ ପଞ୍ଚଗବ୍ୟ ପାନରୂପ ବ୍ରତ ବା ପ୍ରାୟଶ୍ଚିତ୍ତ — A penance consisting of drinking a mixture of five articles from the cow after ୨୪ hours' fast.

[ ଦ୍ର—ରଜସ୍ୱଳା ସ୍ତ୍ରୀକୁ ବା ଅସ୍ପୃଶ୍ୟ ବସ୍ତୁକୁ ବା ବ୍ୟକ୍ତିତୁ ଛୁଇଁବା ଜନିତ ଅଶୁଦ୍ଧି ଦୂର କରିବା ପାଇଁ ଏ ବ୍ରତ କରାଯାଏ—ହିନ୍ଦୀ - ଶ]