ବ୍ରହ୍ମଗୁପ୍ତ
ଦେଖଣା
ବ୍ରହ୍ମଗୁପ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]ପ୍ରାଚୀନ ଜ୍ୟୋତିର୍ବିଦ୍ ପଣ୍ଡିତ ବିଶେଷ — Name of an astronomer who corrected and revised the date of the ancient astronomical treatise Brahma- siddhānta with the help of many other astronomical treatises.
[ଦ୍ରଷ୍ଟବ୍ୟ —ଏ ବିଷ୍ଣୁ ଧର୍ମୋତ୍ତର ପରାଶର ବ୍ରହ୍ମସିଦ୍ଧାନ୍ତକୁ ଅବଲମ୍ୱନ କରି ଜ୍ୟୋତିଷ ଗ୍ରନ୍ଥ
ରଚନା କରିଥିଲେ (ଖ୍ରୀଷ୍ଟୀୟ ଷଷ୍ଠ ଓ ସପ୍ତମ ଶତାବ୍ଦୀ) ବହୁକାଳର ପୁରୁଣା ଗ୍ରନ୍ଥ ହେବାରୁ ବ୍ରହ୍ମସିଦ୍ଧାନ୍ତର ଗଣାନାମାନଙ୍କର ବ୍ୟତିକ୍ରମ ଘଟିଅଛି ଏଥିପାଇଁ ଏ ନାଳିକାଦି ଗ୍ରନ୍ଥ ସାହାଯ୍ୟରେ ସ୍ୱଷ୍ଟତର ବୀଜସଂସ୍କାର କରି ବ୍ରହ୍ମସିଦ୍ଧାନ୍ତକୁ ସ୍ଫୁଟତର କରିଥିଲେ (ଯୋଗେଶଚନ୍ଦ୍ର ଆମାଦେର ଜ୍ୟୋତିଷୀ) ]