Jump to content

ବ୍ରହ୍ମଚାରିଣୀ

ଉଇକିଅଭିଧାନ‌ରୁ

ବ୍ରହ୍ମଚାରିଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ବ୍ରାହ୍ମଣ ଝାଟିଆ; ଭାର୍ଗୀ —୧. A medicinal shrub; Siphpnanthus Indica.
୨. ଦୁର୍ଗା —୨. Goddess Durgā
୩. ବ୍ରାହ୍ମୀଶାଗ —୩. A potherb.
୪. ବରୁଣ ବୃକ୍ଷ —୪. Name of a tree.
୫. ବ୍ରହ୍ମଚର୍ଯ୍ୟ ବ୍ରତଧାରିଣା ସ୍ତ୍ରୀ —୫. A woman observing the vow of continenc.
୬. ସରସ୍ୱତୀ (ହିନ୍ଦୀ - ଶ) —୬. Goddess saraswatī.