ବ୍ରହ୍ମଜୀବୀ
ଦେଖଣା
ବ୍ରହ୍ମଜୀବୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବ୍ରହ୍ମନ୍=ବେଦ+ଜୀବ ଧାତୁ=ବଞ୍ଚିବା+କର୍ତ୍ତୃ. ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ବୈଦିକ କ୍ରିୟାକର୍ମ କରି ଯେ ପେଟ ପୋଷେ; ପୁରୋହିତ —୧. One who earns his living by performing vedic rites; a professional priest.
- ୨. ପାରିଶ୍ରମିକ ଗ୍ରହଣ କରି ଯେ ବେଦ ପଢ଼ାଏ —୨. A professional teacher of the Bedas.
- ୩. ହୀନ ବ୍ରାହ୍ମଣ; ଅପବିତ୍ର ବ୍ରାହ୍ମଣ —୩. An inferior or impure Brāhmaṇa.