Jump to content

ବ୍ରହ୍ମଜ୍ଞ

ଉଇକିଅଭିଧାନ‌ରୁ

ବ୍ରହ୍ମଜ୍ଞ

ଉଚ୍ଚାରଣ

[ସମ୍ପାଦନା]
(ବ୍ରହ୍ମଜ୍ଞା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବ୍ରହ୍ମନ୍+ଜ୍ଞା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ପରମାତ୍ମାତତ୍ତ୍ୱଜ୍ଞ —୧. Knowing the truths regarding the Supreme Being.
୨. ବେଦଜ୍ଞ —୨. Versed in the Bedas.
୩. ଅଦ୍ୱୈତବାଦୀ —୩. Holding the doctrine that there is only one God; Pantheistic.

ବିଶେଷ୍ୟ -

[ସମ୍ପାଦନା]
୧. ଋଷି —୧. A sage.
୨. ବ୍ରହ୍ମକୁ ଚିହ୍ନିଥିବା ବ୍ୟକ୍ତି; ଯୋଗସାଧକ ବ୍ୟକ୍ତି — ୨. A person who practises J̄oga.