Jump to content

ବ୍ରହ୍ମଣ୍ୟ

ଉଇକିଅଭିଧାନ‌ରୁ

ବ୍ରହ୍ମଣ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ବ୍ରହ୍ମନ୍+ସମ୍ୱନ୍ଧାର୍ଥେ ଯ)

[ସମ୍ପାଦନା]
୧. ବ୍ରହ୍ମ ସମ୍ୱନ୍ଧୀୟ — ୧. Relating to Brahma.
୨. ବ୍ରାହ୍ମଣ ସମ୍ୱନ୍ଧୀୟ —୨. Relating to Brāhmaṇa brahminic.
୩. ବ୍ରାହ୍ମଣ ଭକ୍ତ ବା ବ୍ରାହ୍ମଣ ସେବକ; ବ୍ରାହ୍ମଣ ପାଳକ; ବ୍ରାହ୍ମଣ ନିଷ୍ଠ —୩. Loving or protecting the Brāhmaṇas; devoted to the service of Brāhmaṇas.

ବିଶେଷ୍ୟ -

[ସମ୍ପାଦନା]
୧. ନାରାୟଣ; ବିଷ୍ଣୁ —୧. Bishṇu.
୨. ବ୍ରହ୍ମତେଜଃ —୨. The Spirit or Spark of Divinity; the God- head.
୩. ଶନି ଗ୍ରହ —୩. The planet saturn.

[ ଦ୍ର—ଏ ଗ୍ରହ ଶୂଦ୍ରମାନଙ୍କର କଣ୍ଟକ ଓ ବ୍ରହ୍ମଣାଙ୍କର ମିତ୍ର ଅଟନ୍ତି]

୪. ବ୍ରହ୍ମଦାରୁ ଗଛ; ତୁଁ ତ ଗଛ —୪. The mulberry tree; Morus Indica.
୫. ମୁଞ୍ଜତୃଣ —୫. A sort of fibrous grass from which the girdle of a Brahmachārī is made; Saccharum Munja.
୬. (+ଭାବ. ତ) ବ୍ରହ୍ମତ୍ୱ —୬. The state of being a Brāhmaṇa.