Jump to content

ବ୍ରହ୍ମତ୍ୱ

ଉଇକିଅଭିଧାନ‌ରୁ

ବ୍ରହ୍ମତ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ରହ୍ମନ୍+ଭାବ. ତ୍ୱ)

[ସମ୍ପାଦନା]
୧. ବ୍ରହ୍ମ ସାଯୁଜ୍ୟ; ପରଂ ବ୍ରହ୍ମଠାରେ ଲୀନ ହେବାର ଅବସ୍ଥା; ମୋକ୍ଷ — ୧. Final beatitude of the soul.
୨. ଯଜ୍ଞ ହୋମ ଆଦିରେ କୃତ ରତ୍ୱିକ୍ (ବ୍ରହ୍ମା) ହେବାର ଅବସ୍ଥା — ୨. The state of being invoked or selected as a Brahmā (chief priest) in a vedic ritual.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବ୍ରାହ୍ମଣର କ୍ରିୟା; ବ୍ରାହ୍ମଣ ପଣିଆ — The condition of being a Brāhmaṇa; the performance of the duties of a Brāhmaṇa.