Jump to content

ବ୍ରହ୍ମଦତ୍ତ

ଉଇକିଅଭିଧାନ‌ରୁ

ବ୍ରହ୍ମଦତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ରହ୍ମ=ବ୍ରହ୍ମା+ଦତ୍ତ=ଅର୍ପିତ)

[ସମ୍ପାଦନା]
୧. ଚନ୍ଦ୍ର— ବଂଶୀୟ ଜଣେ ରାଜା —୧. Name of a King of the Lunar dynasty.

[ଦ୍ରଷ୍ଟବ୍ୟ —ଏ ଅଣୁହଙ୍କ ପୁତ୍ର ଥିଲେ ଓ ଯୋଗତନ୍ତ୍ର ପ୍ରଣୟନ କରିଥିଲେ]

୨. ଇକ୍ଷ୍ୱାକୁବଂଶୀୟ ଜଣେ ରାଜା —୨. Name of a King of Ikshwaku dynasty.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କଳିଙ୍ଗ ବା ପ୍ରାଚୀନ ଉତ୍କଳର ଜଣେ ରାଜା —Name of a king of Kaḻiṅa or ancient Orissa.

[ଦ୍ରଷ୍ଟବ୍ୟ —ଏ ବୁଦ୍ଧଦେବଙ୍କ ମୃତ୍ୟୁ ପରେ ତାଙ୍କ ଦାନ୍ତୁ ଆଣି ଦନ୍ତପୁର (ପୁର)ରେ ରଖିଥିଲେ]