ବ୍ରହ୍ମନିଶା
କଳ୍ପ; ବ୍ରହ୍ମାଙ୍କର ଗୋଟିଏ ରାତ୍ରି —An unending era.
(ଉ—ଲୋକନେ ମନୀଷା ନିଶା ବ୍ରହ୍ମନିଶା କଷାୟିତ ନୋହେ ଲୋଚନ—ଭଞ୍ଜ. କୋଟିବହ୍ମାଣ୍ଡସୁନ୍ଦରୀ)
[ଦ୍ରଷ୍ଟବ୍ୟ —ଏହା ବ୍ରହ୍ମାଙ୍କର ଗୋଟିଏ ଦିନର ସାମନ, ଅର୍ଥାତ୍ ୧ ବୃନ୍ଦ ୯୧: କୋଟି ୬ ଲକ୍ଷ ବର୍ଷ]