Jump to content

ବ୍ରହ୍ମପୁତ୍ରୀ

ଉଇକିଅଭିଧାନ‌ରୁ

ବ୍ରହ୍ମପୁତ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସରସ୍ୱତୀ ନଦୀ —୧. The river Saraswatī (now non-existent).

[ଦ୍ରଷ୍ଟବ୍ୟ — ଏହା ପ୍ରୟାଗରେ ଗଙ୍ଗା ଓ ଯମୁନାର ସଙ୍ଗମ ସ୍ଥଳ (ତ୍ରିବେଣୀ)ରେ ମିଳିତ ହୋଇଥିଲା]

୨. ବାରହୀ ବନ୍ଦ; ହାତିଖୋଜିଆ ଆଳୁ —୨. Bulbular yam.
୩. ସରସ୍ୱତୀ ଦେବୀ (ହିନ୍ଦୀ - ଶ.) —୩. The Goddess Saraswatī.