ବ୍ରହ୍ମପୁର
ଦେଖଣା
ବ୍ରହ୍ମପୁର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦେଉଳ; ଦେବ ମନ୍ଦିର —୧. Temple.
[ଉ—ଜଗତୀ ଘର ରତ୍ନ ମନ୍ଦିର ବ୍ରହ୍ମପୁର ଗଲା ଝଡ଼ି ଭୀମଭୋଇ ଭଜନ]
- ୨. ଗଞ୍ଜାମର ଗୋଟିଏ ବଡ଼ ନଗର —୨. Name of a big town in the Ganjam district.
[ଦ୍ରଷ୍ଟବ୍ୟ —ଏହା ନୂତନ ଓଡ଼ିଶା ଭୁକ୍ତ ଗଞ୍ଜାମ ଜିଲ୍ଲାର ଅଂଶ ସହିତ ଓଡ଼ିଶା ପ୍ରଦେଶରୁ ଆସୁଅଛି]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ରହ୍ମ— ଲୋକ (ଦେଖ) - —୧. Brahmaloka (See)
- ୨. ହୃଦୟ (ହିନ୍ଦୀ - ଶ) —୨. The heart.