ବ୍ରହ୍ମବଦ୍ୟ
ଦେଖଣା
ବ୍ରହ୍ମବଦ୍ୟ
ଉଚ୍ଚାରଣ
[ସମ୍ପାଦନା](ବ୍ରହ୍ମୋଦ୍ୟ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -(ବ୍ରହ୍ମ୍ର+ବଦ୍ ଧାତୁ+ଭାବ. ଯ)
[ସମ୍ପାଦନା]- ୧. ବ୍ରହ୍ମ— ଜ୍ଞାନ —୧. Spiritual knowledge.
- ୨. ବ୍ରହ୍ମବାକ୍ୟ —୨. Meta- <? ?>Physical discourse.
- ୩. ବ୍ରହ୍ମାଙ୍କ ମୁଖନିର୍ଗତ ବାକ୍ୟ —୩. Words spoken by Brahmā.
- ୪. ବୈଦାନ୍ତିକ ମତବିଶେଷ (ଈଶ୍ୱର ସର୍ବବ୍ୟାପୀ ଓ ସର୍ବତ୍ର ବିରାଜିତ ଏହି ମତ) —୪. The vedantic theory of the omnipresence of God.
ବିଶେଷଣ -(ବ୍ରହ୍ମ=ବ୍ରହ୍ମା+ବଦ୍ ଧାତୁ=କହିବା+କର୍ମ. ଯ)
[ସମ୍ପାଦନା]ବ୍ରହ୍ମୋକ୍ତ —Said by Brahmā.