ବ୍ରହ୍ମବର୍ତ୍ତ
ଦେଖଣା
ବ୍ରହ୍ମବର୍ତ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବ୍ରହ୍ମାବର୍ତ୍ତ ଦେଶ —Name of an ancient country in north western India.
ବ୍ରହ୍ମବର୍ତ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କୁରୁକ୍ଷେତ୍ର ନିକଟସ୍ଥ ଦୃଶଦ୍ଦତୀ ଓ ସରସ୍ୱତୀ ନଦୀର ମଧ୍ୟବର୍ତ୍ତୀ ପ୍ରାଚୀନ ଦେଶ — Name of a holy place in. N.W. India.
[ଦ୍ରଷ୍ଟବ୍ୟ —ମନୁରେ ଏହି ଅଞ୍ଚଳର ପରମ୍ପରାଗତ ଆଚାରକୁ ସବୁଠାରୁ ଶ୍ରେଷ୍ଠ ସଦାଚାର ବୋଲି ବୋଲି ଯାଇଅଛି]