Jump to content

ବ୍ରହ୍ମବୈବର୍ତ୍ତ ପୁରାଣ

ଉଇକିଅଭିଧାନ‌ରୁ

ବ୍ରହ୍ମବୈବର୍ତ୍ତ ପୁରାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଷ୍ଟାଦଶ ମହାପୁରାଣାନ୍ତର୍ଗତ ୧ମ ପୁରାଣ —One of the Hindu mythologies.

[ଦ୍ରଷ୍ଟବ୍ୟ —ପୁରାଣ ତଳେ ଟୀକା ଦେଖ; ନାରଦପୁରାଣ, ଶିବପୁରାଣ ଓ ମତ୍ସ୍ୟପୁରାଣରେ ଏ ପୁରାଣର ଯେଉଁ ବର୍ଣ୍ଣନା ଅଛି, ଆଜିକାଲି ଯେଉଁ ପୁରାଣ ମିଳୁଅଛି ସେଥି ସଙ୍ଗେ ଉକ୍ତ ବର୍ଣ୍ଣନାର ମେଳ ହେଉ ନାହିଁ ଆଜିକାଲି ମିଳୁଥିବା ପୁରାଣ ବ୍ରହ୍ମଖଣ୍ଡ, ପ୍ରକୃତିଖଣ୍ଡ; ଗଣେଶଖଣ୍ଡ ଓ କୃଷ୍ଣଜନ୍ମଖଣ୍ଡ, ଏହିପରି ୪ ଖଣ୍ଡରେ ବିଭକ୍ତ—ହିନ୍ଦୀ - ଶ.]