Jump to content

ବ୍ରହ୍ମଭୂତ

ଉଇକିଅଭିଧାନ‌ରୁ

ବ୍ରହ୍ମଭୂତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବ୍ରହ୍ମଙ୍କଠାରେ ଲୀନ; ସାଯୁଜ୍ୟପ୍ରାପ୍ତ — Become one or merged in the Supreme Being.

ବିଶେଷ୍ୟ -

[ସମ୍ପାଦନା]

ବ୍ରହ୍ମଙ୍କଠାରେ ଲୀନ ହେବାର ଅବସ୍ଥା —The state of being merged in the Supreme Soul.