Jump to content

ବ୍ରହ୍ମରାତ୍ରି

ଉଇକିଅଭିଧାନ‌ରୁ

ବ୍ରହ୍ମରାତ୍ରି

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ବ୍ରହ୍ମନ୍+ରା ଧାତୁ=ଦାନ କରିବା+କର୍ତ୍ତୃ. ତ୍ରି, ଯେ ଜନକ ରାଜାଙ୍କୁ ବ୍ରହ୍ମଜ୍ଞାନ ଦେଇଥିଲେ)

୧. ଯାଜ୍ଞବଲ୍ଲ୍ୟ ମୁନି —୧. The Sage Jājn̄abaḻkya.
୨. (ବ୍ରହ୍ମନ୍+ରାତ୍ରି)—ଦେବତାଙ୍କର ୨୪: ହଜାର ବର୍ଷ ପରିମିତ ବ୍ରହ୍ମାଙ୍କର ଏକ ରାତି — ୨. One night of Brahmā which is equal to ୧୦ billions of human years.

[ଦ୍ରଷ୍ଟବ୍ୟ —ବ୍ରହ୍ମା ସୃଷ୍ଟି କରିବା ପରେ ମନୁଷ୍ୟ ଗଣନାରେ ୧ ବୃନ୍ଦ ୯୧: କୋଟି ୬ ଲକ୍ଷ ବର୍ଷ ସୃଷ୍ଟି ଚଳେ ଏହା ବ୍ରହ୍ମାଙ୍କର ଏକ ଦିନ; ତା ପରେ କଳ୍ପସ୍ଥାୟୀ ପ୍ରଳୟ ହୁଏ ଓ ବ୍ରହ୍ମା ପୁଣି ସେତିକି କାଳ ଶୋଇ ରହନ୍ତି ଏହା ବ୍ରହ୍ମାଙ୍କର ରାତ୍ରି ତା ପରେ ବ୍ରହ୍ମା ନିଦରୁ ଉଠୁ ପୁଣି ସୃଷ୍ଟି କରନ୍ତି]