Jump to content

ବ୍ରହ୍ମରାଶି

ଉଇକିଅଭିଧାନ‌ରୁ

ବ୍ରହ୍ମରାଶି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିଷ୍ଣୁ —୧. Bishṇu.

(ଉ— ନାଶିବେ ତୋର ଦୁଃଖରାଶି, ଆମ୍ଭେ ଦେଖିବୁଁ ବ୍ରହ୍ମରାଶି—ଜଗନ୍ନାଥ ଭାଗବତ)

୨. ପରଶୁରାମ (ହିନ୍ଦୀ - ଶ.) —୨. A name of Paraṡurāma.
୩. ବୃହସ୍ପତିଙ୍କ ଆକ୍ରାନ୍ତ ଶ୍ରବଣା ନକ୍ଷତ୍ର (ହିନ୍ଦୀ - ଶ.) —୩. The Ṡrabaṇā asterism when it is overtaken by the planet Jupiter.

ଦେଶଜ - ବିଶେଷଣ -

[ସମ୍ପାଦନା]

ବ୍ରହ୍ମଜ୍ଞାନୀ —Knowing the truth regarding God.

(ଉ—ଏମନ୍ତ ଶୁଣି ଭକ୍ତ ହସି, ବୋଇଲ ଶୁଣ ବ୍ରହ୍ମରାଶି—ଭୂପତି. ପ୍ରେମପଞ୍ଚାମୃତ)