ବ୍ରହ୍ମଶିରଃ
ଦେଖଣା
ବ୍ରହ୍ମଶିରଃ
ଉଚ୍ଚାରଣ
[ସମ୍ପାଦନା]ବ୍ରହ୍ମବାଣ, ବ୍ରହ୍ମଶିରାଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବ୍ରାହ୍ମଶିର; ବ୍ରହ୍ମାସ୍ତ୍ର; ମହାପ୍ରଭାମୟ ଯୁଦ୍ଧାସ୍ତ୍ର ବିଶେଷ — A very powerful and Iustrous war-weapon.
[ଦ୍ରଷ୍ଟବ୍ୟ — ଏଥିର ଉଲ୍ଲେଖ ରାମାୟଣ ମହାଭାରତରେ ଅଛି ଦ୍ରୋଣା— ଚାର୍ଯ୍ୟ ଅଗସ୍ତ୍ୟଙ୍କଠାରୁ ଏ ଅସ୍ତ୍ରର ଚାଳନ ଶିକ୍ଷା କରି ଅର୍ଜୁନଙ୍କୁ ଓ ଅଶ୍ୱତ୍ଥାମାଙ୍କୁ ଶିଖାଉଥିଲେ ହିନ୍ଦୀ - ଶ]