ବ୍ରହ୍ମସୂ
ଦେଖଣା
ବ୍ରହ୍ମସୂ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବ୍ରହ୍ମ+ସୂ ଧାତୁ = ପ୍ରସବ କରିବା+କର୍ତ୍ତୃ. କ୍ୱିପ୍)
[ସମ୍ପାଦନା]- ୧. କନ୍ଦର୍ପ —୧. Cupid; the God of love.
(ଉ— ବ୍ରହ୍ମସୂ ଜିତ ସୁନ୍ଦର ପରଂବ୍ରହ୍ମ ବ୍ରହ୍ମଶର, ପ୍ରୟୋଗ ଏ ସମୟରେ ଉର ଉପର ଭଞ୍ଜ. ବୈଦେହୀଶବିଳାସ)
- ୨. ଅନିରୁଦ୍ଧ —୨. Anirudhha.
- ୩. ବିଷ୍ଣୁଙ୍କର ମୂର୍ତ୍ତି ବିଶେଷ —୩. Name of an image of Bishṇu.