Jump to content

ବ୍ରହ୍ମସ୍ତ୍ର

ଉଇକିଅଭିଧାନ‌ରୁ

ବ୍ରହ୍ମସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ରହ୍ମାନ୍+ଅସ୍ତ୍ର)

[ସମ୍ପାଦନା]
୧. ବ୍ରହ୍ମବାଣ; ବ୍ରହ୍ମତେଜୋମୟ ଅମୋଘ ଅସ୍ତ୍ର; ମହାକ୍ଷମତାଶାଳୀ ଯୁଦ୍ଧାସ୍ତ୍ର —୧. A very powerful and never-faling weapon used in the wars in ancient India.
୨. ବ୍ରହ୍ମଶାପ —୨. A Brāhmṇa's curse.
୩. (ଲକ୍ଷଣାର୍ଥ) ବ୍ରହ୍ମସ୍ତ୍ରପରି ଅମୋଘ ପ୍ରୟୋଗ ବା ଔଷଧ ବା ଉପାୟ —୩. (figurative) Any sure means (like the Brahmāstra), a sure weapon); a never-failing remedy; an unfailing remedy.